୧୦୦ଅତିଥିଙ୍କୁ ନିମନ୍ତ୍ରଣ କରି ଶ୍ମଶାନରେ ଜନ୍ମଦିନ ପାଳିଲେ ବୃଦ୍ଧ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ନିଜର ଜନ୍ମଦିନକୁ ବିଭିନ୍ନ ଶୈଳୀରେ ପାଳନ କରୁଛନ୍ତି। କିଏ ସମୁଦ୍ର ମଝିକୁ ଯାଇ କେକ କାଟିଲାଣି ତ ଆଉ କିଏ ପାହାଡ ଉପରେ। ଏଥିସହିତ କିଛିଲୋକ ମନ୍ଦିରକୁ ଯାଇ ଏକ ସୁନ୍ଦର ଜୀବନ ପାଇଁ ପ୍ରାର୍ଥନା ବି କରିଥାଆନ୍ତି। ଭାରତରେ ଅନେକ ହିନ୍ଦୁ ଘରମାନଙ୍କରେ ବି ଏବେ ଜନ୍ମଦିନରେ କେକ କାଟିବା ପ୍ରଥା ଚାଲି ଆସିଲାଣି। ଲୋକେ ନିଜର ଜନ୍ମଦିନ କେକ କାଟିବା ପାଇଁ ଘର, … Continue reading ୧୦୦ଅତିଥିଙ୍କୁ ନିମନ୍ତ୍ରଣ କରି ଶ୍ମଶାନରେ ଜନ୍ମଦିନ ପାଳିଲେ ବୃଦ୍ଧ